ପ୍ରାପ୍ରେଷୁ :
ମାନନୀୟ ,
ଶ୍ରୀଯୁକ୍ତ ଜିଲ୍ଲାପାଳ , କଟକ
( ମହୋଦୟ ..................... ସମୀପେଷୁ )
ବିଷୟ : ଚାଷୀମାନଙ୍କୁ ସହାୟତା ନିମନ୍ତେ ଆବେଦନ
ମହାଶୟ ,
ନିବେଦନର ଅଭିପ୍ରାୟ ଏହିକି ଯେ ଆମ୍ଭେ ନିମ୍ନସ୍ବାକ୍ଷରକାରୀଗଣ , ନବରଙ୍ଗପୁର ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ଗିରିମୁଣ୍ଡା ଗ୍ରାମର ଅଧିବାସୀ ଅଟୁ । ଆମ ଗ୍ରାମର ଜୀବିକାର୍ଜନର ମାଧ୍ୟମ ହେଉଛି କୃଷି । ଏହା ଦୁଃଖ ଓ ବିନମ୍ରତାର ସହିତ ଆପଣଙ୍କୁ ଅବଗତ କରାଉଛୁକି ଜଳସେଚନ ଅଭାବରେ ଏବର୍ଷ ମରୁଡ଼ି ଦ୍ଵାରା ଆମ ଅଞ୍ଚଳ ସମସ୍ତ କୃଷି ଉଜାଡି ଯାଇଛି । ପ୍ରତ୍ୟେକଟି କୃଷକ ପରିବାର ମୁଣ୍ଡରେ ରଣଭାର ଓ କ୍ଷୁଧା - ଯନ୍ତ୍ରଣାର ଜ୍ୱ।ଳା ଭରି ରହିଛି ।
ଏଣୁ ବିନୀତ ପ୍ରାର୍ଥନା କରୁକି , ମରୁଡ଼ିଗ୍ରସ୍ତ ଏହି ଅଞ୍ଚଳର ଚାଷୀମାନଙ୍କ ପାଇଁ ସହାୟତା ଯୋଗାଇ ଦେବାକୁ ବିହିତ ପଦକ୍ଷେପ ଗ୍ରହଣ କଲେ ଆମ୍ଭେମାନେ ବିରୋପକୃତ ହେବୁ ।
|| ଇତି ||
ଆପଣଙ୍କର କୃପାପ୍ରାର୍ଥୀ
ଗିରିମୁଣ୍ଡା ଶ୍ରୀ ନରହରି ଦାସ
33 1 । 7 . ୧୪.୨.୧୮। ଶ୍ରୀ ବଳରାମ ଦାସ
ଶ୍ରୀ ଜଗନ୍ନାଥ ପାତ୍ର
ଶ୍ରୀ ଅମୁଲ୍ୟ ରାଉତ